Jump to content

ବାଟ ରଖିବା

ଉଇକିଅଭିଧାନ‌ରୁ

ବାଟ ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. କୌଣସି ସ୍ଥାନକୁ ଯିବାପାଇଁ ସୁଗମ ଉପାୟ ବା ସୁବିଧା ପୂର୍ବରୁ କରିବା

(ଦ୍ର—ଏହିପରି ଫାଙ୍କ ରଖିବା, ଛିଦ୍ର ରଖିବା, କଣା ରଖିବା ଆଦି ହୁଏ)