Jump to content

ବାଡ଼ବ

ଉଇକିଅଭିଧାନ‌ରୁ

ବାଡ଼ବ

ଉଚ୍ଚାରଣ

[ସମ୍ପାଦନା]

ବାଡ଼ବା, ବାଡ଼ବାନଳ, ବାଡ଼ବାଗ୍ନିଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବଡ଼ବା=ଘୋଟକୀ+ବିଦ୍ୟମାନାର୍ଥେ. ଅ)

[ସମ୍ପାଦନା]
୧. ସମୁଦ୍ର ଗର୍ଭରୁ ଉପରକୁ ଉଠିବା ଅଗ୍ନି — ୧. Submarine fire.
୨. ଘୋଟକ (ସିନ୍ଧୁ ଘୋଟକ ଛଡ଼ା) — ୨. Horse (excepting walrus).
୩. ବ୍ରାହ୍ମଣ —୩. A Brāhmaṇa.
୪. ପାତାଳ —୪. The nether regions.
୫. ଘୋଟକ ସମୂହ; ଘୋଡ଼ା ପଲ — ୪. A herd or stud of horses or mares.
୬. ଫଳିତ ଜ୍ୟୋତିଷରେ କରଣବିଶେଷ; ବାଳବ କରଣ — ୬. A kind astrological conjunction.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବଡ଼ବା ସମ୍ୱନ୍ଧୀୟ —Relating to Baṟḍ̠abā.