ବାଡ଼ିଆ
ଦେଖଣା
ବାଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଯଥା—ଗୋଗଛ ବାଡ଼ିଆ)
ଦେଶଜ - ବି—(ସଂସ୍କୃତ - ବଦ ଧାତୁ ଣିଚ ବାଦି ଧାତୁ; ବାଦନ)
[ସମ୍ପାଦନା]- ୧. ଯଷ୍ଟିଦ୍ୱାରା ପ୍ରହାର ବା ମାଡ଼ —୧. Stroe with a stick.
- ୨. ଯଷ୍ଟିଦ୍ୱାରା ପ୍ରହାର କରିବା କର୍ମ —୨. Beating; cudgelling.
- ୩. (ଲକ୍ଷଣାର୍ଥ) ମୈଥୁନ —୩. Cohabitation; coition.
- ୪. ଭୂମିରେ (ମୁଣ୍ଡ) ପିଟିବା —୪. Striking (of the head) on the ground.
- ୫. (ସଂସ୍କୃତ - ବାଟିକା) ବଗିଚା ଜଗିବାବାଲା; ମାଳୀ —୫. Gardener; a person in charge of a garden.
(ବାଡ଼େଈ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପ୍ରହାରିତ —୧. Struck.
- ୨. ଯେଉଁ ବ୍ୟ୍ୟକ୍ତି ଖୁବ୍ ପ୍ରହାର ଖଖାଏ ବା ସହେ —୨. Habituated to constant beatings.
- ୩. ଯେ ଅନ୍ୟକୁ ଖୁବ୍ ପ୍ରହାର ଦେବାରେ ଅଭ୍ୟସ୍ତ; ପ୍ରହାରକାରୀ —୩. Habituated to beating others.
(ଯଥା—କୁକୁର ବାଡ଼ିଆ ମେହେନ୍ତର)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ବାଡ଼ୁଆ (ଦେଖ) - — Bāṟḍ̠uā (See)