ବାଡ଼ିଆଡ଼
(ବାଡ଼ିପଟ—ଅନ୍ୟରୂପ)
(ଦାଣ୍ଡଆଡ଼—ବିପରୀତ)
ଘରର ପଛ ଦିଗ —The backside of a house.
ମେଘ ବରଷଇ ଟପର ଟପର ମୋ ବାଡ଼ିଆଡ଼େ କଣରେ?—ଶିଶୁଗୀତ
[ଦ୍ରଷ୍ଟବ୍ୟ —ଗୃହସଂଲଗ୍ନ ଭୂମି ସାଧାରଣତଃ ଘରର ପଛଆଡ଼େ ଥିବାରୁ 'ବାଡ଼ିଆଡ଼'ର ଏପରି ଅର୍ଥ ହୋଇଅଛି]