Jump to content

ବାଡ଼ିଆ ବାଡ଼ି

ଉଇକିଅଭିଧାନ‌ରୁ

ବାଡ଼ିଆ ବାଡ଼ି

ଉଚ୍ଚାରଣ

[ସମ୍ପାଦନା]

(ବାଡ଼ିଆବାଡ଼େଇ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିର୍ଦ୍ଧୂମ ପ୍ରହାର — ୧. Much beating.
୨. ଅନ୍ୟୋଽନ୍ୟରେ ଯଷ୍ଟ୍ୟାଘାତ — ୨. Striking each other with sticks.

ଦେଶଜ - ବିଶେଷଣ -

[ସମ୍ପାଦନା]

ପରସ୍ପର ପ୍ରହୃତ —Severely struck by one another; mutually beaten.

ବାଡ଼ିଆବାଡ଼େଈ ହୋଇ ମରନ୍ତି ପାମରେ—ରାଧାନାଥ ମହାଯାତ୍ରା