Jump to content

ବାଡ଼ିକି

ଉଇକିଅଭିଧାନ‌ରୁ

ବାଡ଼ିକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଝାଡ଼ା; ବିଷ୍ଠା — ୧. Dung; ordure.
୨. ଝାଡ଼ା ଫେରିବା —୨. Easing one's self; passing stools.

[ଦ୍ରଷ୍ଟବ୍ୟ —ଝାଡ଼ାଫେରିବା ନିମନ୍ତେ ଲୋକେ ଗୃହସଂଲଗ୍ନ ବାଡ଼ିକୁ ଯାଉଥିବାରୁ 'ବାଡ଼ିକି' ଶବ୍ଦର ଏପରି ଅର୍ଥ ହୋଇଅଛି]