Jump to content

ବାଡ଼ିତିଆଡ଼ି

ଉଇକିଅଭିଧାନ‌ରୁ

ବାଡ଼ିତିଆଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘରର ଚାରିପାଖରେ କାଠ ବା ବାଉଁଶର ବାଡ଼ ଦେଇ ତହିଁ ଉପରେ ମାଟି ଛାଟି କାନ୍ଥ ତିଆରି କରା ଯିବା ରୀତି —Mode of rai sing the walls of a house by setting up a hedge of bamboo or wood and plastering

[ଦ୍ରଷ୍ଟବ୍ୟ —ଚାଳ ଘରରକାନ୍ଥ ସାଧାରଣତଃ ୩ ପ୍ରକାର ତାଆରି ହୁଏ; ୧ ଦଲମ ବା ନଦଉ; ଯେଉଁ କାନ୍ଥ କେବଳ କାଦୁଅ ଦୁଆ ଦୂଆ ଦିଆ ଯାଇ ତିଆରି ହୁଏ ୨ ବାଡ଼ିତିଆଡ଼ି କାଠ ବାଉଁଶ ବାଡ଼ି (ଯଷ୍ଟି) ମାନ ପୋତା ଯାଇ ତହିଁ ଉପରେ କାଦୁଅ ଛାଟି ଯେଉଁ କାନ୍ଥ ତିଆରି ହୁଏ ଓ ୩ ଝାଟି ମାଟି—ସରୁ ସରୁ କଣି ଓ ବୃକ୍ଷାଦିର ଝାଟି (ସରୁ ଶୁଖିଲା ପତ୍ରହୀନ ଅଗ ଶାଖା) ପୋତି ତା ଉପରେ କାଦୁଅ ଛାଟି ଯେଉଁ କାନ୍ଥ କରାଯାଏ]