ବାଡ଼ି କବାଟ
ଦେଖଣା
ବାଡ଼ି କବାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଡ଼ି କବାଟ
|
[ସଦର ଦରଜା, ଦାଣ୍ଡକବ (ବା)ଟ—ବିପରୀତ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଟିକା+କପାଟ)
[ସମ୍ପାଦନା]ବାଡ଼ିଘର ଅର୍ଥାତ୍ ଗୃହର ପଛଦିଗରେ ଅବସ୍ଥିତ ଘରର ଯେଉଁ କବାଟ ଘରପଛଆଡ଼ରେ ବାଡ଼ିକୁ ଫିଟି ଥାଏ —Postern of a house.