Jump to content

ବାଡ଼ି ଖାଇବା

ଉଇକିଅଭିଧାନ‌ରୁ

ବାଡ଼ି ଖାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଯଷ୍ଟିଦ୍ୱାରା ମାଡ଼ ଖାଇବା — To be struck with a stick.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହଇଜା ରୋଗରେ ମରିବା — Dying of Cholera.