Jump to content

ବାଡ଼ି ଘର

ଉଇକିଅଭିଧାନ‌ରୁ

ବାଡ଼ି ଘର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୃହ ସନ୍ନିକଟସ୍ଥ ଜମି ଓ ଘର; ଘରବାଡ଼ି — ୧. Homestead and home.
୨. ଘରର ପଶ୍ଚାତ୍ ଭାଗର କୋଠରୀ —୨. A room on the back side of a house.