ବାଡ଼ି ବଜାଇବା
ଦେଖଣା
ବାଡ଼ି ବଜାଇବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ହାଡ଼ି ଆଦି ନିମ୍ନଶ୍ରେଣୀର ଲୋକେ ୨ଖଣ୍ଡ ଛୋଟ ବାଡ଼ି ଧରି ଗୀତ ବୋଲି ଉକ୍ତ ଦୁଇ ଖଣ୍ଡକୁ ପରସ୍ପର ଆଘାତ କରିବା — To strike two small sticks with each other while singing songs.
[ଦ୍ରଷ୍ଟବ୍ୟ —ବାଡ଼ି ବଜାଇବା ବେଳେ ବୋଲିବା ଗୀତ— ଗଞ୍ଜାର ହାଡ଼ି ବୁଲାନ୍ତି ବାଡ଼ି ଚଢ଼ନ୍ତି ଗଧ ପିଅନ୍ତି ମଦ ବୁଣନ୍ତି କୁଲା, ପଚାରିଲେ କହନ୍ତି, ଆମେ ବ୍ରାହ୍ମଣ ପିଲା]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଯଷ୍ଟିଦ୍ୱାରା ଅଳ୍ପ ପ୍ରହାର କରିବା —To give a light beating with a stick.