Jump to content

ବାଡ଼ି ବାଇଗଣ

ଉଇକିଅଭିଧାନ‌ରୁ

ବାଡ଼ି ବାଇଗଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବାଇଗଣ ଗୃହ ନିକଟସ୍ଥ ବାଡ଼ିରେ ଫଳେ —୧. Brinjals growing on the garden attached to a house.

[ଦ୍ରଷ୍ଟବ୍ୟ —ନାନା ରକମର ବାଇଗଣ ଅଛି 'ବାଇଗଣ' ତଳେ ନୋଟ୍ ଦେଖ]

୨. (ବିପରୀତ—ପୋଥି ବାଇଗଣ) ଯେଉଁ ବାଇଗଣ ଆପଣା ବାଡ଼ିରେ ଫଳେ; ଆପଣା ବାଡ଼ିରେ ହେବା ବାଇଗଣ ଫଳ —୨. Brinjals grown on one's own garden.