ବାଡ଼ି ମାରିବା
ଦେଖଣା
ବାଡ଼ି ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଡ଼ି ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅନ୍ଧାର ରାତିରେ ବାଟ ନ ଦିଶିଲେ କିମ୍ୱା ପାଣିର ଗଭୀରତା ନ ଜଣା ନ ଥିଲେ ଅଗ୍ରସର ହେବା ପୂର୍ବରୁ ଆଗର ସ୍ଥାନ ଖାଲି କି ଢିପ ଏହା ଜାଣିବା ପାଇଁ ଆପଣା ହାତରେ ଥିବା ଯଷ୍ଟିଦ୍ୱାରା ସେ ସ୍ଥାନକୁ ବାରିବା —To feel a place by means of a stick held by the hand before stepping further (in water or in a dark place or road).