Jump to content

ବାଡ଼ୁଅ

ଉଇକିଅଭିଧାନ‌ରୁ

ବାଡ଼ୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଅବ୍ୟୁଢ଼ା)

[ସମ୍ପାଦନା]

ଅବିବାହିତା — Unmarried.

ମୁଁ ବୋଇଲି ମାତ କି ରୂପେ ଆମ୍ଭ ଭାଇ ବୋଇଲେ ବାଡ଼ୁଅ କାଳେ ମୁଁ ଥିଲି ପାଇ କୃଷ୍ଣସିଂହ. ମହାଭାରତ ଶାନ୍ତି