ବାଡ଼ୁଅ ପାଣି
ଦେଖଣା
ବାଡ଼ୁଅ ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଡ଼ୁଅ ପାଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିବାହ+ ପାନୀୟ)
[ସମ୍ପାଦନା]କୋଇଲି ବୁଡ଼; ବିବାହ ଦିନ ଭୋରରୁ କନ୍ୟା ଯେଉଁ ସ୍ନାନ କରେ —Bath taken early in the morning of the day of marriage by a bride.