ବାଡ଼େଇ ହେବା
ଦେଖଣା
ବାଡ଼େଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଡ଼େଇ ହେବା
|
(ବାଡ଼େଇ ହୋଇଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାୟୁଆଦିଦ୍ୱାରା ଅନ୍ୟ ପଦାର୍ଥରେ ଆଘାତ କରିବା; ବାଜି ଯିବା —୧. To strike against another thing; to come in collision with.
(ଯଥା—ତୋଫାନରେ ଗଛର ଡାଳଯାକ କୋଠାକାନ୍ଥରେ ବାଡ଼େଇ ହଉଛି)
- ୨. (ଲକ୍ଷଣାର୍ଥ) ବହୁତ ସମୟ ଜୋରରେ ଗପିବା — ୨. (figurative) To talk loudly for a long time.
- ୩. କୋଡ଼ି କଚାଡ଼ି ହେବା —୩. To strike one's limbs on the ground.