Jump to content

ବାଡ଼୍କୀନ୍

ଉଇକିଅଭିଧାନ‌ରୁ

ବାଡ଼୍କୀନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ବଡ଼କୀନ୍)

[ସମ୍ପାଦନା]
୧. ଛାପାଖାନାରେ କମ୍ପୋଜିଟର୍ମାନେ ଫର୍ମାରେ ବସାଯାଇଥିବା ଟାଇପ୍— ମାନଙ୍କୁ ଘୁଞ୍ଚାଇବା ପାଇଁ ବ୍ୟବହାର କରିବା କାଠବେଣ୍ଟ— ବାଲା ମୁନ ନ ଥିବା ଫୋଡ଼ଣି —୧. Compositiors badkin; a wooden-handled blunt needle.
୨. ଦପ୍ତରୀମାନେ ବହି ବାନ୍ଧିବା ପାଇଁ ପୃଷ୍ଠାମାନଙ୍କ ଫୋଡ଼ିବାରେ ଯେଉଁ କାଠବେଣ୍ଟବାଲା ଫୋଡ଼ଣି ବ୍ୟବହାର କରନ୍ତି —୨. Bookbinder's badin.