Jump to content

ବାଡ଼ ପାଣି

ଉଇକିଅଭିଧାନ‌ରୁ

ବାଡ଼ ପାଣି

ଉଚ୍ଚାରଣ

[ସମ୍ପାଦନା]

ବାଡ଼ ପାଣି ଫିଟା, ବାଡ଼ୁଅପାଣି, ବାଡ଼ୁଆପାଣିଫିଟାଅନ୍ୟରୂପ

ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଭଣ୍ଡାରି ଆଦି ପାଟକ ଜାତିରେ ବିବାହଯୋଗ୍ୟା କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ନ ମିଳିଲେ ପ୍ରଥମେ ଉକ୍ତ କନ୍ୟାକୁ ତାହାର ଭଗିନୀ— ପତି ବା ଅଜାଙ୍କ ସଙ୍ଗେ ନାମମାତ୍ର ବିବାହ— ଦେବାର ପ୍ରଥା —The usage prevalent amongst some Sudras of giving a grown-up girl in nominal marriage to a relative pending her regular marriage with a suitable bridegroom when available.