Jump to content

ବାଡ଼ ବତା

ଉଇକିଅଭିଧାନ‌ରୁ

ବାଡ଼ ବତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

ବାଧା; ପ୍ରତିବନ୍ଧକ — Obstruction; restriction.

(ଯଥା—ତା ମୁହଁରେ ବାଡ଼ବତା ନାହିଁ)