Jump to content

ବାଡ଼ ବୁଜିବା

ଉଇକିଅଭିଧାନ‌ରୁ

ବାଡ଼ ବୁଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବାଡ଼ ଦେବା; ବାଡ଼ ପକା(କେ)ଇବା, ବାଡ଼ ବସା(ସେ)ଇବା—ଅନ୍ୟରୂପ]

[ବାଡ଼ ବୁଜା(ଯେ)ଇବା; ବାଡ଼ଦିଆଯାଇଥିବା—ପ୍ରୟୋଜକ ରୂପ]

ଦେଶଜ - କ୍ରି. (ସଂସ୍କୃତ - ବାଟ+ ମୂଦ ଧାତୁ)

[ସମ୍ପାଦନା]
୧. କୌଣସି ସ୍ଥାନର ଚାରିଆଡ଼େ ବାଡ଼ାବନ୍ଦି କରିବା —୧. To set up a fencing round a spot.
୨. ଉନ୍ମୁକ୍ତ ସ୍ଥାନକୁ ବାଡ଼ାବନ୍ଦି କରିବା — ୨. To enclose an open space, a hedge with.