ବାଣହତା
(ବାଣଲଗା ହାତୀ—ଅନ୍ୟରୂପ)
ବାଣରେ ନିଆଁ ଧରାଇବାପାଇ ବ୍ୟହୃତ ଚନ୍ଦ୍ର— ଉଦିଆ ଆଦି ଯେଉଁ ଲମ୍ୱା ବାଉଁଶଖଣ୍ଡର ଅଗ୍ରଭାଗରେ ସଂଲଗ୍ନ ହୁଏ — The long bamboo pole to which the fuse rope is tied running to a fire work.