ବାଣାସୁର
ଦେଖଣା
ବାଣାସୁର
ଉଚ୍ଚାରଣ
[ସମ୍ପାଦନା](ବାଣରାଜ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବଳିରାଜାଙ୍କ ଜ୍ୟେଷ୍ଠପୁତ୍ର; ଅସୁରବିଶେଷ — Name of a demon.
[ଦ୍ରଷ୍ଟବ୍ୟ —ଏ ଶିବଙ୍କ ବରରେ ୧ ହାତ ଉଚ୍ଚ ଓ ସହସ୍ର ବାହୁ ହୋଇଥିଲେ ପାତାଳର ଶୋଣିତପୁର ଏହାଙ୍କ ରାଜଧାନୀ ଥିଲା ଏ ହଜାରେ ବର୍ଷ ତପସ୍ୟା କରି ଶିବଙ୍କ ଠାରୁ ବର ପାଇଥିଲେ ଯେ ଶିବ ଏହାକୁ ଯୁଦ୍ଧରେ ସ୍ୱୟଂ ସାହାର୍ଯ୍ୟ କରିବେ, ଏହାଙ୍କ କନ୍ୟା ଉଷା ଶ୍ରୀକୃଷ୍ଣଙ୍କ ପୁତ୍ର ଅନିରୁଦ୍ଧ ସଙ୍ଗେ ପ୍ରଣୟାସକ୍ତା ହୋଇ ସ୍ୱସଖୀ ଚିତ୍ରଲେଖାକୁ ପଠାଇ ଆକାଶମାର୍ଗରେ ଅନିରୁଦ୍ଧଙ୍କୁ ଆଣି ଅନ୍ତଃପୁରରେ ରଖିଥିବା ସମୟରେ ବାଣାସୁରୁ ଆକ୍ରମଣ କଲେ ମହାଦେବଙ୍କ କହିବା ଅନୁସାରେ ଶ୍ରକୃଷ୍ଣ ବାଣାସୁରଙ୍କର ଚାରିଟି ହାତ ଛାଡ଼ିଦେଲେ, ବାକି ହାତଯାକ କାଟିପକାଇଲେ ପରେ ବାଣ ପରାଜିତ ଓ ବାଧ୍ୟ ହୋଇ ଉଷାକୁ ଅନିରୁଦ୍ଧଙ୍କ ହସ୍ତରେ ସଦାର୍ପଣ କଲେ—(ହିନ୍ଦୀ - ଶ.)]