ବାଣିଆଁ
ଦେଖଣା
ବାଣିଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ଔଷଧବୃକ୍ଷବିଶେଷ — A medicinal plant.
[ଦ୍ରଷ୍ଟବ୍ୟ —ଏହାର ପତ୍ରରେ ଅଳ୍ପ ଜଡ଼ା ତେଲ ଲଗାଇ ଅଗ୍ନିରେ ସେକି ମୁଣ୍ଡରେ ଥୋଇ ପାଗ ବାନ୍ଧିଲେ ଶିରଃପୀଡ଼ା ଦୂର ହୁଏ ଏହାର ମୂଳକୁ ମରିଚ ସହିତ ବାଟି ଖାଇଲେ ଗୋଡ଼ ଘୋଳା ନିବାରିତ ହୁଏ ଏହାର ଅଧିକ ମାତ୍ରା ବାନ୍ତିକାରକ— ଦ୍ରବ୍ୟଗୁଣ କଳ୍ପଦ୍ରୁମ]