Jump to content

ବାଣିଜ୍ୟଗାର

ଉଇକିଅଭିଧାନ‌ରୁ

ବାଣିଜ୍ୟଗାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାଣିଜ୍ୟ+ଆଗାର)

[ସମ୍ପାଦନା]
୧. ଯେଉଁ ଘରେ ପଣ୍ୟଦ୍ରବ୍ୟମାନ ରହେ — ୧. Warehouse.
୨. ଯେଉଁ କୋଠିରେ ସଉଦା ବିକାଯାଏ —୨. Mart; merchant office.