Jump to content

ବାଣୀ

ଉଇକିଅଭିଧାନ‌ରୁ

ବାଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଣ୍ ଧାତୁ=ଶବ୍ଦ କରିବା+କର୍ମ. ଇ+ସ୍ତ୍ରୀ. ଈ)

[ସମ୍ପାଦନା]
୧. କଥା; ବାକ୍ୟ — ୧. Word; speech.
୨. ବାଗ୍—ଦେବୀ; ସରସ୍ୱତୀ — ୨. The Goddess of learning.
୩. (+ଭାବ. ଇ)—ଲୁଗା ବୁଣିବା — ୩. Weaving.

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀ ଧାତୁ=ବୁଣିବା)

[ସମ୍ପାଦନା]
୧. ହେଁସ ବା ମୁନ୍ଦୁରା ବୁଣିବାରେ ବ୍ୟବହୃତ ସରୁ ଝୋଟ ଦଉଡ଼ା — ୧. Strings for weaving mats.
୨. ଝୋଟର ସରୁ ସୁତୁଲି —୨. Jute strings.
୩. ଗୋରୁଙ୍କ ଦେହରେ ଦିଆଯାଇଥିବା ତାତିଲା ଲୁହାର ତଡ଼ ବା ରେଖା — ୩. Lines drawn on the body of cattle with red-hot iron.
୪. (ସଂସ୍କୃତ - ବାଣୀ) ଗୀତ ବୋଲିବାର ବୃତ୍ତ ବା ରାଗ —୪. Air of a song.
୫. ବଣିଆଙ୍କର ଅଳଙ୍କାରଗଢ଼ା ମଜୁରି — ୫. Goldsmith's wages for preparing ornaments.
୬. ଲୁଗା ବୁଣିବା ମଜୁରୀ — ୬. Weaver's wages.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଟେକା ପରି ବଡ଼ ବଡ଼ ବାଲିଗେରେଡ଼ା Big pebbles.

[ଦ୍ରଷ୍ଟବ୍ୟ —ଲୋକେ ଏଥିରେ ମୁନ୍ଦୁରାବୁଣା ଦଉଡ଼ି ବାନ୍ଧି ସେହି ଦଉଡ଼ିକୁ ଝୁଲାଇ ରଖି ମୁନ୍ଦୁରା ବୁଣନ୍ତି]