Jump to content

ବାଣୀ ପଥର

ଉଇକିଅଭିଧାନ‌ରୁ

ବାଣୀ ପଥର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସାନ ଗୋଟାଳିଆ ପଥର; ନାଲିଗରଡ଼ା — ୧. Small round pebbles.
୨. ହେଁସ ବୁଣିବା ପାଇଁ ବ୍ୟବହୃତ ବାଣୀ ବା ଦଉଡ଼ା ଗୁଡ଼ିକ ଯେଉଁ ପଥରରେ ଗୁଡ଼ିଆ ହୋଇଥାଏ — ୨. Round bits of stone on which are wound the strings for weaving a reed mat.