Jump to content

ବାଣ୍ଟ

ଉଇକିଅଭିଧାନ‌ରୁ

ବାଣ୍ଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଣ୍ଟ୍ ଧାତୁ)

[ସମ୍ପାଦନା]
୧. ବିଭାଗ କରଣ — ୧. Division.
୨. ବଣ୍ଟନ; ବାଣ୍ଟରା —୨. Partition.
୩. ଅନେକ ଲୋକଙ୍କ ମଧ୍ୟରେ କୌଣସି ବସ୍ତୁର ବିତରଣ — ୩. Distribution of a thing amongst many.
୪. ବିଭାଗ କରା ଯାଇଥିବା ଅଂଶ — ୪. Allotment.
୫. ତାସ୍ ବାଣ୍ଟି ବା ପାଳି —୫. Turn for distributing playing cards amongst the players.