ବାଣ୍ଟିବା
ଦେଖଣା
ବାଣ୍ଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବଣ୍ଟ୍ ଧାତୁ)
[ସମ୍ପାଦନା]- ୧. ବିଭାଗ କରିବା; ଅଂସ ପୃଥକ୍ କରିବା —୧. To divide; to partition.
- ୨. (ଧନାଦି) ଅନେକ ଲୋକଙ୍କ ମଧ୍ୟରେ ବିତରଣ କରିବା —୨. To distribute.
ବିମ୍ୱାଧରୁ ନବପଲ୍ଲବମାନଙ୍କ ବାଣ୍ଟିଲୁ କି କିଛି କିଛିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ
- ୩. ମନରେ ଭଲ ମନ୍ଦ ବିଚାର କରିବା — ୩. To distinguish mentally the good from the bad; to think over the pros and cons. of a matter.
କଥା ବାଣ୍ଟିଲେ ନ ଆସଇ କିଛି ବୁଦ୍ଧି ହରାଇ ଏବେ କଳୁ ଅଛି ପ୍ରାଚୀ. ରହସ୍ୟମଞ୍ଜରୀ