Jump to content

ବାଣ୍ଡି

ଉଇକିଅଭିଧାନ‌ରୁ

ବାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - (ତେଲୁଗୁ - ବାଣ୍ଡୀ)—ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ବଳଦ ଗାଡ଼ି; କେରେଞ୍ଚ ଗାଡ଼ି — ୧. Bandy cart.

[ଦ୍ରଷ୍ଟବ୍ୟ —ଏହା ବଡ଼ ଆରାମପ୍ରଦ; ଏଥିରେ ସବାରି ପରି କାଠର ଛୋଟ କୋଠରି ଥାଏ ଏବଂ ଅଖ ଉପରେ କମାଣୀ ଲାଗିଥାଏ]