ବାଣ୍ଡୋରିଆ
ଯେଉଁମାନେ ମାପ କରି ଭୂମିର ସୀମା ନିରୂପଣ କରନ୍ତି; ଭୂମି ମାପ କରିବା ଅମିନ —Surveyors who lay the boundaries of villages.