Jump to content

ବାଣ୍ଡ୍

ଉଇକିଅଭିଧାନ‌ରୁ

ବାଣ୍ଡ୍

ଉଚ୍ଚାରଣ

[ସମ୍ପାଦନା]

(ବ୍ୟାଣ୍ଡ୍, ବେଣ୍ଡ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ -(ଇଂରାଜୀ - ବାଣ୍ଡ୍)

[ସମ୍ପାଦନା]

ବିଲାତି ଯୁଦ୍ଧ ବାଦ୍ୟଯନ୍ତ୍ରଚୟ ବାଦନକାରୀ ଦଳ —Band; a band musicians atached to a particular regiment.

[ଦ୍ରଷ୍ଟବ୍ୟ —ଏ ଦଳରେ ଢ଼ୋଲ, ଝାଞ୍ଜ ଓ କାହାଳୀ ବଜଯାଏ ସାଧାରଣତଃ ଏହା ଯୁଦ୍ଧବାଦ୍ୟ ଅଟେ ଆଜିକାଲି ବଡ଼ଲୋକମାନେ ସଉକୀରେ ଏ ଦଳକୁ ପୋଷନ୍ତି ]