Jump to content

ବାଣ ଗଙ୍ଗା

ଉଇକିଅଭିଧାନ‌ରୁ

ବାଣ ଗଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିମାଳୟରୁ ବାହାରିଥିବା ନଦୀବିଶେଷ — Name of a river flowing from the Himalayas.

[ଦ୍ରଷ୍ଟବ୍ୟ —ପୁରାକାଳରେ ରାବଣ ବାଣଦ୍ୱାରା ହିମାଳୟର ସୋମେଶ୍ୱର ପର୍ବତରୁ ଫୁଟାଇ ତହିଁରୁ ଏହି ଜଳଧାରା ବାହାର କରାଇଥିଲେ]