ବାଣ ଭଟ୍ଟ
ପ୍ରସିଦ୍ଧ ସଂସ୍କୃତ ଗଦ୍ୟ କାବ୍ୟ ପ୍ରଣେତା କବି — Name of the author of sanskrit novels.
[ଦ୍ରଷ୍ଟବ୍ୟ —ସେ କାଦମ୍ୱରୀର ପୂର୍ବାର୍ଦ୍ଧ ଓ ହର୍ଷଚରିତ ଆଦି ପ୍ରଣୟନ କରିଥିଲେ ସେ ହର୍ଷବର୍ଦ୍ଧନଙ୍କ ସଭାପଣ୍ଡିତ ଥିଲେ]