Jump to content

ବାଣ ମାରିବା

ଉଇକିଅଭିଧାନ‌ରୁ

ବାଣ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଗ୍ନି କ୍ରୀଡ଼ା କରିବା — ୧. To exhibit fire works.
୨. କୌଣସି ବ୍ୟକ୍ତି ପ୍ରତି ତାନ୍ତ୍ରିକ ମାରଣ ମନ୍ତ୍ର ପ୍ରୟୋଗ କରିବା; ଯନ୍ତ୍ରକରିବା —୨. To employ Tantric rites to kill a person.



ବାଣ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାଣକୁ ନିଆଁ ଲଗାଇ ଫୁଟାଇବା; ୨ କୌଣସି ବ୍ୟକ୍ତିର ମୃତ୍ୟୁ ଘଟାଇବା ପାଇଁ ତାନ୍ତ୍ରିକ ଉପାୟ ପ୍ରୟୋଗ କରିବା