ବାତଜ
ଦେଖଣା
ବାତଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବାତ+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ବାୟୁପୁତ୍ର; ହନୁମାନ୍ —Hanumān.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶରୀରସ୍ଥ ବାୟୁ ପ୍ରକୋପରୁ ଜାତ —Resulting from derangement of the wind or rheum in the body.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବତାସ —Storm.
ବାତଜ ପ୍ରଖର ଅତ୍ୟନ୍ତ ଗଜେନ୍ଦ୍ର—କୋଦଣ୍ଡ ଉଦିତ ଯହିଁ— ଭଞ୍ଜ. ବୈଦେହୀଶବିଳାସ