ବାତରା
ଦେଖଣା
ବାତରା
ଉଚ୍ଚାରଣ
[ସମ୍ପାଦନା](ବାନ୍ତରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାତରା
|
(ବାତୁରା—ଅନ୍ୟରୂପ)
(ବାତ[ତୁ]ରୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମାତ୍ରା)
[ସମ୍ପାଦନା]ଦେଶୀଆଳୁଲତାର ପ୍ରତ୍ୟେକ ଗଣ୍ଠିରୁ ବାହାରିବା ଛୋଟ ଗୋଲାକାର କନ୍ଦ — Small round bulbs coming out of the jointsof the creeper of yam.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଶରୀରସ୍ଥ ବାତ ଧାତୁର ପ୍ରାବଲ୍ୟ ବଶତଃ ରୋଗଗ୍ରସ୍ତ — Suffering from excess of 'Bāta' humour in the system.