Jump to content

ବାତଳ

ଉଇକିଅଭିଧାନ‌ରୁ

ବାତଳ

ଉଚ୍ଚାରଣ

[ସମ୍ପାଦନା]

(ବାତବର୍ଦ୍ଧକ—ଅନ୍ୟରୂପ)

(ବାତଳା—ସ୍ତ୍ରୀ) 

ସଂସ୍କୃତ - ବିଣ—(ବାତ+ଲା. ଧାତୁ=ଦାନ କରିବା+କର୍ତ୍ତୃ. ଅ; ଯାହା ବାୟୁକୁ ଦିଏ ଅର୍ଥାତ୍ ଯାହା ଖାଇଲେ ଶରୀରରେ ବାୟୁ ବୃଦ୍ଧି ହୁଏ)

[ସମ୍ପାଦନା]
୧. ବାୟୁବର୍ଦ୍ଧକ — ୧. Increasing wind in the system.
୨. ପବନମୟ; ବତାସିଆ — ୨. Windy; stromy (Apte).
୩. ଯାହା ପେଟ ଫୁଲାଏ; ସ୍ଫୀତ ଉତ୍ପାଦନ — ୩. Flatulent (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଚଣକ; ଚଣା — ୧. Chick pea ; gram.
୨. ବୁଟ — ୨. Oat.
୩. ପବନ; ବତାସ — ୩. Wind (Apte).