Jump to content

ବାତଶୂଳ

ଉଇକିଅଭିଧାନ‌ରୁ

ବାତଶୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ. ପ. ଲୋ; କର୍ମଧା; ବାତଜନିତ ଶୂଳ)

[ସମ୍ପାଦନା]

ବାୟୁ ରୋଗଜନିତ ପେଟମରା ରୋଗ; ପେଟମରା ସହିତ ପେଟ ଫମ୍ପା —Colic due to wind in the system; colic with flatulence (Apte).