ବାତାନି
ଦେଖଣା
ବାତାନି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚନ)
[ସମ୍ପାଦନା]- ୧. କଥା; ଉକ୍ତି —୧. Word; speech.
- ୨. କୌଣସି କଥାର ମୋଖିକ ଉତ୍ତର —୨. Verbal reply.
- ୩. ମୋଖିକ ସମ୍ୱାଦ ବା ଖବର — ୩. Verbal message or information.
- ୪. ବାଗାଡ଼ମ୍ୱର — ୪. Bombastic speech; bombast.
ଦେଶଜ - ବିଶେଷଣ -
[ସମ୍ପାଦନା]ବାଗାଡ଼ମ୍ୱର ପ୍ରିୟ —Bombastic; boastful.