ବାତୂଳ
ଦେଖଣା
ବାତୂଳ
ଉଚ୍ଚାରଣ
[ସମ୍ପାଦନା](ବାତୁଳୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -(ବାତ+ଉ[ଉ]ଳ)
[ସମ୍ପାଦନା]- ୧. ବାତ୍ୟା — ୧. Tempest.
- ୨. (ପୁଂ) ପାଗଳ ଲୋକ — ୨. Mad man; a lunatic.
(ବାତୁଳା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଉନ୍ନତ୍ତ; ବାୟା —୧. Mad; erazy; insane; crack headed.
- ୨. ବାତରୋଗଗ୍ରସ୍ତ — ୨. Suffering from wild desease.