ବାତ୍ଫରୁସ୍
ବାତ୍ ଫର(ରୁ)ସିଆ—ପୁଂ, ବାତ୍ ପୁର(ରୁ)ସେଈ—ସ୍ତ୍ରୀବିଣ
ବାଲିଙ୍ଗି; ସତ ମିଛ ଗୁଡ଼ା କଥା ଗପିବା; ବାଗାଡ଼ମ୍ୱର —Braggadacio; boasting.
ବାଗାଡ଼ମ୍ୱର ପ୍ରିୟ — Boastful; bragging; bombastic.