ବାତ୍ଫୁରୁସି
ଦେଖଣା
ବାତ୍ଫୁରୁସି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାତ୍ ଫର(ରୁ)ସିଆ—ପୁଂ, ବାତ୍ ପୁର(ରୁ)ସେଈ—ସ୍ତ୍ରୀ ବିଣ
ଦେଶଜ - ବିଶେଷ୍ୟ - (ହିନ୍ଦୀ - ବାତ୍+ସଂସ୍କୃତ - ସ୍ଫୁର୍ତ୍ତି)
[ସମ୍ପାଦନା]ବାଲିଙ୍ଗି; ସତ ମିଛ ଗୁଡ଼ା କଥା ଗପିବା; ବାଗାଡ଼ମ୍ୱର —Braggadacio; boasting.
ଦେଶଜ - ବିଶେଷଣ -
[ସମ୍ପାଦନା]ବାଗାଡ଼ମ୍ୱର ପ୍ରିୟ — Boastful; bragging; bombastic.