Jump to content

ବାତ୍ସଲ୍ୟ ରସ

ଉଇକିଅଭିଧାନ‌ରୁ

ବାତ୍ସଲ୍ୟ ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଳଙ୍କାରଶାସ୍ତ୍ରୋକ୍ତ ନବରସାତିରିକ୍ତ ରସବିଶେଷ A kind of sentiment ofn affection in poetry and romance.

[ଦ୍ରଷ୍ଟବ୍ୟ —ପୁତ୍ର କନ୍ୟା ଓ ଶିଷ୍ୟାଦିଙ୍କର ପିତା ମାତା ଓ ଗୁରୁଜନ ପ୍ରଭୃତିଙ୍କର ସ୍ୱାଭାବିକ ସ୍ନେହପ୍ରବଣତା ବାତ୍ସଲ୍ୟରସ ନାମରେ ଅଭିହିତ ହୁଏ ବାତ୍ସଲ୍ୟରସର ଉଦାହରଣ— ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି ===

ଡ଼ରୁଥାଉ ଇନ୍ଧାରକୁ, ରଖିଯାଇ ଗୋରୁ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, କଳାମାଣିକରେ—ଅଭିମନ୍ୟୁ. ବିଦଗ୍ଘଚିନ୍ତାମଣି]