Jump to content

ବାତ୍ସାୟନ

ଉଇକିଅଭିଧାନ‌ରୁ

ବାତ୍ସାୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ସଂସ୍କୃତ 'କାମସୂତ୍ର' ନାମକ ରତି— ଶାସ୍ତ୍ର ବିଷୟକ ଗ୍ରନ୍ଥର ରଚୟିତା —୧. Name of the author of a Sanscrit work on erotic subjects.
୨. ନ୍ୟାୟ ଶାସ୍ତ୍ରର ଟୀକାକାର —୨. Name of a commentator on the Nyāya Ṡāstra (Apte).