Jump to content

ବାତ୍ୟା

ଉଇକିଅଭିଧାନ‌ରୁ

ବାତ୍ୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବାତ+ସମୂହାର୍ଥରେ. ଯ+ଆ; ତୁଳନା କର; ବନ+ପ୍ରାଚୁର୍ଯ୍ୟାର୍ଥେ. ଯ+ଅ=ବନ୍ୟା)

[ସମ୍ପାଦନା]
୧. ପ୍ରବଳ ବାୟୁ; ବତାସ; ଝଡ଼ —୧. Tempest; gale; storm.
୨. ଘୂର୍ଣ୍ଣିବାୟୁ —୨. Whirlwind.