Jump to content

ବାତ ଗୁଳ୍ମ

ଉଇକିଅଭିଧାନ‌ରୁ

ବାତ ଗୁଳ୍ମ

ଉଚ୍ଚାରଣ

[ସମ୍ପାଦନା]

(ବାତ ଗୁଳୁମ—ଗ୍ରାମ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାତ ଯୋଗୁଁ ଉତ୍ପନ୍ନ ଗୁଳ୍ମ ରୋଗ — ୧. A disease due to vititated wind.
୨. ଆମବାତ — ୨. Rheumatism (Apte).
୩. ପ୍ରବଳ ବାୟୁ; ତୋଫାନ — ୩. A high wind (Apte).