ବାତ ଚକ୍ର
ଦେଖଣା
ବାତ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବାତଚାଳିତ ଚକ୍ର)
[ସମ୍ପାଦନା]- ୧. ବାୟୁ—ଦ୍ୱାରା ଚାଳିତ ଚକ୍ରବା ଯନ୍ତ୍ର —୧. A wheel propelled by wind; windmill.
- ୨. ଫଳିତ ଜ୍ୟୋତିଷର ଯୋଗବିଶେଷ —୨. Name of an astrological conjuction.
[ଦ୍ରଷ୍ଟବ୍ୟ —ଆଷାଢ଼ପୂର୍ଣ୍ଣିମା ଦିନ ସୂର୍ଯ୍ୟାସ୍ତ ବେଳେ ଏ ଯୋଗ ହୁଏ ସେ ସମୟରେ ବାୟୁ ବହିବାର ଦିଗରୁ ବର୍ଷଫଳ ନିର୍ଣ୍ଣୟ କରାଯାଏ— ହିନ୍ଦୀ - ଶ. ]