Jump to content

ବାତ ପୁତ୍ର

ଉଇକିଅଭିଧାନ‌ରୁ

ବାତ ପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ବାତ ତନୟ, ବାତାତ୍ମକଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାତ+ପୁତ୍ର)

[ସମ୍ପାଦନା]
୧. ହନୁମାନ୍ (ହିନ୍ଦୀ - ଶ.) — ୧. Hanumān.
୨. ଭୀମ — ୨. BhĪma (Apte).
୩. ଠକ —୩. A cheat (Apte).