ବାତ ପ୍ରଶମକ
(ବାତ ପ୍ରଶମୀ—ଅନ୍ୟରୂପ)
(ବାତ ପ୍ରଶମିକା, ବାତ ପ୍ରଶମିନୀ—ସ୍ତ୍ରୀ)
(ବାତ ପ୍ରଶମନ—ବିଶେଷ୍ୟ)
ଯାହାଦ୍ୱାରା ଦେହରେ ବାତ ଧାତୁର ପ୍ରକୋପ ଉପଶମିତ ହୁଏ —Preventing the morbidity of thehumour of rheum in the system.