ବାତ ଫୁଟ
ବାତ ପୁଟ(ଟୁ)କା, ବାତ ଫୋଟକାଅନ୍ୟରୂପ
କୁଷ୍ଠ ରୋଗବିଶେଷ; ବାତରକ୍ତ — A sort of leprosy.
[ଦ୍ରଷ୍ଟବ୍ୟ —ଏଥିରେ ଦେହଯାକ ଗୁଡ଼ିଏ ଦୁରାରୋଗ୍ୟ ବ୍ରଣ ହୋଇଯାଏ]